ଦର୍ଶାତ୍ୟୟ Darṡātyaya

  • ସଂ. ବି (ଦର୍ଶ=ଅମାବାସ୍ୟା+ଅତ୍ୟୟ=ବିନାଶ) — ଅମାବାସ୍ୟାର ପରବର୍ତ୍ତିନୀ ଶୁକ୍ଳା ପ୍ରତିପଦ୍ — The 1st day of a bright luner fortnight