ଦର୍ଶନି Darṡani
- ଦେ. ବି. (ସଂ. ଦର୍ଶନ) — ଦେବତା ଓ ରାଜା ଆଦିଙ୍କୁ ଦେଖିବା ଦର୍ଶକ ଯେଉଁ ଅର୍ଥ ତାଙ୍କ ଆଗରେ ରଖିଦିଏ; ସଲାମୀ; ପ୍ରଣାମୀ — A cash present paid by a visitor to an idol or Rājā
- ଦେ. ବି. (ସଂ. ଦର୍ଶନ) — ଅନେକ ଦେଖା ଦଶନି ଦିଅନ୍ତି ଭୀମକୁ। ସାରଳା. ମହାଭାରତ।
- ଦେ. ବି. (ସଂ. ଦର୍ଶନ) — ଓକିଲ, ବୈଦ୍ୟ, ଜମିଦାର ଆଦିଙ୍କୁ ଦିଆଯିବା ପ୍ରଥମ ଭେଟି; ଭିଜିଟ୍ — Visit; visiting fee; a cash present or prescribed fee paid to a doctor, pleader or Zamindar at the first interview
- ଦେ. ବି. (ସଂ. ଦର୍ଶନ) — ଅର୍ଥ ଉପହାର; ଉପଢୌକନ — Present in money; cash present
- ଦେ. ବି. (ସଂ. ଦର୍ଶନ) — ଦର୍ଶନ ନାମକ ବ୍ଯକ୍ତିକୁ ଡାକିବା ଆଦରାର୍ଥ ଡାକ ନାମ — A name used in endearingly calling a person named Darsana
- ଦେ. ବିଣ — ଦରଶନି (ଦେଖ) — Daraṡani (See)