ଦର୍ଶନିଆ Darṡaniā

  • ଦେ. ବି — ଦର୍ଶନ; ଦେବତାଙ୍କ ଦର୍ଶନ କରିବାକୁ ଆସିଥିବା ବ୍ଯକ୍ତି — A visitor to a shrine or an idol
  • ଦେ. ବିଣ — ଦରଶନି (ଦେଖ) — Daraṡani (See)
  • ଦେ. ବିଣ — ଦର୍ଶନ କରିବାକୁ ଆଗତ (ବ୍ଯକ୍ତି) — (a person) Who has come to visit a shrine