ଦର୍ଶନି ହୁଣ୍ଡି Darṡani huṇḍi

  • ଦେ. ବି (ମହାଜନୀ ସିରସ୍ତା; ସଂ. ଦର୍ଶନ) — ଯେଉଁ ହୁଣ୍ଡି ବା ବରାଦି ଚିଠିକୁ ଦୁର ସ୍ଥାନର ନିର୍ଦ୍ଦିଷ୍ଟ ବ୍ଯକ୍ତି ଦେଖିବା ମାତ୍ରକେ ଦେଖାଇବା ବ୍ଯକ୍ତିକୁ ଟଙ୍କା ଦେବାକୁ ବାଧ୍ୟ ଅଟେ — A bill of exchange payable at sight
  • ଦେ. ବି (ମହାଜନୀ ସିରସ୍ତା; ସଂ. ଦର୍ଶନ) — [ଦ୍ର—ହୁଣ୍ଡି ତଳେ ନୋଟ ଦେଖ।]