ଦର୍ଶନ କରିବା Darṡana karibā

  • ଦେ. କ୍ରି — ଦେଖିବା — To see; to visit
  • ଦେ. କ୍ରି — ଠାକୁର ବା ରାଜାଙ୍କ ଛାମୁକୁ ଯାଇ ତାଙ୍କୁ ଦେଖିବା — To visit an idol face to face; to have an audience with an idol or a king