ଦର୍ଦ୍ଦୁର Darddura
- ସଂ. ବି. ପୁଂ. କ୍ଳୀ. (ଦୃ ଧାତୁ=ଭୀତ ହେବା, ବିଦାରଣ କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଉର; ଯେ ଭୀତ ହୋଇ ବୋବାଏ ବା ଯେ ଶବ୍ଦଦ୍ୱାରା କାନକୁ ବିଦାରଣ କରେ) — ମଣ୍ଡୂକ; ଭେକ; ବେଙ୍ଗ — Frog; toad
- ସଂ. ବି. ପୁଂ. କ୍ଳୀ. (ଦୃ ଧାତୁ=ଭୀତ ହେବା, ବିଦାରଣ କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଉର; ଯେ ଭୀତ ହୋଇ ବୋବାଏ ବା ଯେ ଶବ୍ଦଦ୍ୱାରା କାନକୁ ବିଦାରଣ କରେ) — ମେଘ — Cloud
- ସଂ. ବି. ପୁଂ. କ୍ଳୀ. (ଦୃ ଧାତୁ=ଭୀତ ହେବା, ବିଦାରଣ କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଉର; ଯେ ଭୀତ ହୋଇ ବୋବାଏ ବା ଯେ ଶବ୍ଦଦ୍ୱାରା କାନକୁ ବିଦାରଣ କରେ) — (ଦର୍ଦ୍ଦୁ=ଅନୁକରଣ ଧ୍ୱନି+ଅଛି ଅର୍ଥରେ. ର)— ଢାଉଁ; ଏକ ପ୍ରକାର ଢୋଲ ବାଇଦ; ବେଙ୍ଗ ବାଇଦ; ଆନଦ୍ଧ ବାଦ୍ୟବିଶେଷ — A kind of drum
- ସଂ. ବି. ପୁଂ. କ୍ଳୀ. (ଦୃ ଧାତୁ=ଭୀତ ହେବା, ବିଦାରଣ କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଉର; ଯେ ଭୀତ ହୋଇ ବୋବାଏ ବା ଯେ ଶବ୍ଦଦ୍ୱାରା କାନକୁ ବିଦାରଣ କରେ) — ଦାକ୍ଷିଣାତ୍ୟର ପଶ୍ଚିମଘାଟ ପର୍ବତର ଅଂଶବିଶେଷ — Name of a mountain in the Deccan, a part of the Western Ghats
- ସଂ. ବି. ପୁଂ. କ୍ଳୀ. (ଦୃ ଧାତୁ=ଭୀତ ହେବା, ବିଦାରଣ କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଉର; ଯେ ଭୀତ ହୋଇ ବୋବାଏ ବା ଯେ ଶବ୍ଦଦ୍ୱାରା କାନକୁ ବିଦାରଣ କରେ) — [ଦ୍ର—ଏହା ମଳୟ ପର୍ବତକୁ ଲାଗିଛି । ହି. ଶବ୍ଦସାଗର ।]
- ସଂ. ବି. ପୁଂ. କ୍ଳୀ. (ଦୃ ଧାତୁ=ଭୀତ ହେବା, ବିଦାରଣ କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଉର; ଯେ ଭୀତ ହୋଇ ବୋବାଏ ବା ଯେ ଶବ୍ଦଦ୍ୱାରା କାନକୁ ବିଦାରଣ କରେ) — ରାକ୍ଷସ; ନର ମାଂସ ଖାଦକ — Demon; cannibal
- ସଂ. ବି. ପୁଂ. କ୍ଳୀ. (ଦୃ ଧାତୁ=ଭୀତ ହେବା, ବିଦାରଣ କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଉର; ଯେ ଭୀତ ହୋଇ ବୋବାଏ ବା ଯେ ଶବ୍ଦଦ୍ୱାରା କାନକୁ ବିଦାରଣ କରେ) — ଗ୍ରାମ ସମୂହ; ଗ୍ରାମ ସମାହାର — A collection or union of many villages; a village-union
- ସଂ. ବି. ପୁଂ. କ୍ଳୀ. (ଦୃ ଧାତୁ=ଭୀତ ହେବା, ବିଦାରଣ କରିବା+କର୍ତ୍ତୃ. ସଂଜ୍ଞାର୍ଥେ. ଉର; ଯେ ଭୀତ ହୋଇ ବୋବାଏ ବା ଯେ ଶବ୍ଦଦ୍ୱାରା କାନକୁ ବିଦାରଣ କରେ) — ଅଭ୍ରକ (ହି. ଶବ୍ଦସାଗର) — Mica; talc