ଦରୋବସ୍ତ Darobasta

  • ବୈଦେ. ବିଣ. (କଚିରିଆ) (ଫା. ଦର୍ଓବସ୍ତ୍) — ସମ୍ପୂର୍ଣ୍ଣ; ସମଗ୍ର — Whole; entire
  • ସର୍ବନାମ — ସମସ୍ତ, ସବୁ — All
  • କ୍ରି. ବିଣ — ସମ୍ପୂର୍ଣ୍ଣରୂପେ — Completely; fully; entirely