ଦରୋଗ ହଲପୀ Daroga halapī

  • ବୈଦେ. ବି. (ଫା) (କଚିରିଆ) — ହଲପ କରି ମିଥ୍ୟା କହିବା — Speaking falsehood on oath
  • ବୈଦେ. ବି. (ଫା) (କଚିରିଆ) — ମିଥ୍ୟା ସାକ୍ଷ୍ୟ ଦେବା ଅପରାଧ — The offence of perjury
  • ବିଣ (କଚିରିଆ) ମିଥ୍ୟା ସାକ୍ଷ୍ୟ ଦେବାବାଲା — Perjured