ଦରୁଆନ୍ Daruān

  • ବୈଦେ. ବି. (ଫା. ଦରୱାନ୍) — ଦ୍ୱାରରକ୍ଷକ — Door-keeper; porter
  • ବୈଦେ. ବି. (ଫା. ଦରୱାନ୍) — ବଡ଼ଲୋକଙ୍କ ସଦର ଦରୋଜାର ଜଗୁଆଳି — Gate-keeper