ଦରିଦ୍ରିତ Daridrita

  • ସଂ. ବିଣ. (ଦରିଦ୍ରା ଧାତୁ+କର୍ତ୍ତୃ. ତ) — ନିର୍ଦ୍ଧନୀକୃତ — Reduced to poverty; impoverished
  • ସଂ. ବିଣ. (ଦରିଦ୍ରା ଧାତୁ+କର୍ତ୍ତୃ. ତ) — ଦୁର୍ଗତ — Distrossed; in straitened circumstances