ଦରିଦ୍ରା Daridrā
- ସଂ. ବିଣ. ସ୍ତ୍ରୀ. (ଦରିଦ୍ର+ସ୍ତ୍ରୀ ଆ) — ଦରିଦ୍ରର ସ୍ତ୍ରୀଲିଙ୍ଗ — feminine of Daridra
- ସଂ. ବିଣ. ପୁଂ. (ଅନାଦରସୂଚକ ବ୍ଯବହାର, ଗାଳିରେ ବ୍ଯବହୃତ) — ରଙ୍କାଳିଆ; ହୀନବୁଦ୍ଧିଆ — Mean-minded in money matters
- ସଂ. ବିଣ. ପୁଂ. (ଅନାଦରସୂଚକ ବ୍ଯବହାର, ଗାଳିରେ ବ୍ଯବହୃତ) — ବିକଳା — Having inordinate hankering after petty things (like a poverty stricken man)
- ସଂ. ବିଣ. ପୁଂ. (ଅନାଦରସୂଚକ ବ୍ଯବହାର, ଗାଳିରେ ବ୍ଯବହୃତ) — ଅତ୍ୟନ୍ତ ଦରିଦ୍ର — Very poor
- ସଂ. ବିଣ. ପୁଂ. (ଅନାଦରସୂଚକ ବ୍ଯବହାର, ଗାଳିରେ ବ୍ଯବହୃତ) — କେଶବାସ ଦେଖ ଦରିଦ୍ରାଣୀ ଭେକ ଆନ କେ ଗରିବ ଏହା । ଦୀନକୃଷ୍ଣ. ରସକଲ୍ଲୋଳ ।