ଦରିଦ୍ର ଶଙ୍ଖାଳି Daridra ṡaṅkhāḻi
- ଦେ. ବି. (ସଂ. ଦରିଦ୍ର+ଶଙ୍ଖାଳି) — ଗରିବର ଆଶ୍ରୟ; ଦୁଃଖୀର ସମ୍ବଳ; ଗରିବର ସମ୍ପତ୍ତି — The prop of the poor; the shelter, rest or stay of the poor; the treasure of the poor
- ଦେ. ବି. (ସଂ. ଦରିଦ୍ର+ଶଙ୍ଖାଳି) — ଦରିଦ୍ରନିଧି (ଦେଖ) — Daridra-nidhi (See)
- ଦେ. ବି. (ସଂ. ଦରିଦ୍ର+ଶଙ୍ଖାଳି) — ଦରିଦ୍ର ସଙ୍ଖାଳି ମୋର ଅନ୍ଧର ଲଉଡ଼ି । ନନ୍ଦକିଶୋର. ସୀତା ବନବାସ।