ଦରିଦ୍ର ପଞ୍ଚାକ୍ଷର Daridra pan̄chākshara
- ଦେ. ବି. (ବ୍ୟଙ୍ଗ) — 'କଣ କରିବି' ଏହି ପାଞ୍ଚଟି ଅକ୍ଷର — (ironical) The five Oria letters in the phrase 'Kaṅa Karibi' which means what shall I do always repeated by a man in extreme poverty or want
- ଦେ. ବି. (ବ୍ୟଙ୍ଗ) — [ଦ୍ର—ଦରିଦ୍ର ଲୋକ ସର୍ବଦା ଅଭାବଗ୍ରସ୍ତ ଥିବାରୁ 'କଣ କରିବି' ବୋଲି ସର୍ବଦା ଜପ କଲା ଭଳି ଚିନ୍ତା କରୁଥାଏ ।]