ଦରିଆ Dariā

  • ବୈଦେ. ବି (ଫା. ଦର୍ଇୟା) — ସାଗର, ସମୁଦ୍ର — Ocean; sea
  • ବୈଦେ. ବି (ଫା. ଦର୍ଇୟା) — ସମୁଦ୍ର ପରି ବିସ୍ତୃତ ଜଳଭାଗ — A wide expanse of water like the ocean
  • ବୈଦେ. ବି (ଫା. ଦର୍ଇୟା) — ବଡ଼ ଚଉଡ଼ା ନଈ — A broad river
  • ପ୍ରାଦେ. (ସମ୍ବଲପୁର) ବି — ଖାଇ; କେନାଲ୍ — Canal; moat