ଦରିଆପତ୍ Dariāpat
- ବୈଦେ. ବି (ଫା. ଦରିୟାଫ୍ତ୍=ଜ୍ଞାତ) — ବିଚାର; ବିବେଚନା — Consideration
- ବୈଦେ. ବି (ଫା. ଦରିୟାଫ୍ତ୍=ଜ୍ଞାତ) — ନ୍ଯାୟ ବିଚାର — Adjudication
- ବୈଦେ. ବି (ଫା. ଦରିୟାଫ୍ତ୍=ଜ୍ଞାତ) — ଅନୁସନ୍ଧାନ — Investigation; enquiry
- ବିଣ — ଜ୍ଞାତ — Known
- ବିଣ — ବିବେଚିତ — Considered