ଦରିଆ ପାଇଛା Dariā pāichhaā

  • ବୈଦେ. ବି (ଫା. ଦରିୟା ଓ ପାଦ୍ସାହାରୁ) — ସମୁଦ୍ରର ରାଜା; ସମୁଦ୍ରରେ ଯେଉଁ ରାଜାଙ୍କର ରଣତରୀମାନ ଅବାଧରେ ଗମନାଗମନ କରେ — King over seas
  • ବୈଦେ. ବି (ଫା. ଦରିୟା ଓ ପାଦ୍ସାହାରୁ) — (ଯଥା—ଆମ ଭାରତସମ୍ରାଟ ଦରିଆ— ପାଇଛା ଅଟନ୍ତି ।)
  • ବୈଦେ. ବି (ଫା. ଦରିୟା ଓ ପାଦ୍ସାହାରୁ) — [ଦ୍ର—ଆମ ଦେଶରେ ଚିଲିକା ହ୍ରଦକୁ ସ୍ଥାନୀୟ ଲୋକମାନେ 'ଦରିଆ' ନାମରେ ଡାକନ୍ତି ଓ ପାରୀକୁଦର ରାଜାଙ୍କୁ 'ଦରିଆପାଇଛା' ବୋଲି କହନ୍ତି ।]