ଦରଶାଇବା Daraṡāibā

  • ଗ୍ରା. କ୍ରି. (ପଦ୍ଯ) (ସଂ. ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ) — ଦର୍ଶାଇବା; ଉପସ୍ଥାପିତ କରିବା — To adduce; to cite; to produce
  • ଗ୍ରା. କ୍ରି. (ପଦ୍ଯ) (ସଂ. ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ) — (ଯଥା—ପ୍ରମାଣ ଦରଶାଇବା; କାରଣ ଦରଶାଇବା ।)
  • ଗ୍ରା. କ୍ରି. (ପଦ୍ଯ) (ସଂ. ଦୃଶ୍ ଧାତୁ ଣିଚ୍ ଦର୍ଶି ଧାତୁ) — ଦେଖାଇବା; ପ୍ରକଟିତ କରିବା — To show; to exhibit