ଦରଶନକ ମୋହିନୀ Daraṡanaka mohinī

  • ଦେ. ବି. ସ୍ତ୍ରୀ. (ସଂ. ଦର୍ଶକ+ମୋହିନୀ) — ଯାହାକୁ ଦେଖିବା ଲୋକ ମୁଗ୍ଧ ହୁଏ — Charming (woman)
  • ଦେ. ବି. ସ୍ତ୍ରୀ. (ସଂ. ଦର୍ଶକ+ମୋହିନୀ) — ଦରଶନକ ମୋହିନୀ—ଦରଶନ ବିନା ତୋହର କାମକୁ ନୋହିଲେ ଥାଏ ନ ମାନି । କବିସୂର୍ଯ୍ୟ. ଢୁମ୍ପା ଗୀତ ।