ଦରମାଦିଆ Daramādiā

  • ଦେ. ବିଣ — ଯେଉଁ ଖାମିନ୍ଦ ଭୃତ୍ୟଙ୍କୁ ଦରମା ଦେଇ ଚାକିରି ରଖନ୍ତି — Maintaining servants with salaries
  • ଦେ. ବିଣ — ଯେଉଁ ଖାମିନ୍ଦ ଭୃତ୍ୟଙ୍କୁ ଦରମା ଦେବା ବିଷୟରେ ନିୟମିତ — Regular in paying salaries to the servants