ଦରବିବା Darabibā

  • ଗ୍ରା. (ପଦ୍ଯ) କ୍ରି — ଦ୍ରବିବା; ତରଳଇବା — To melt
  • ଗ୍ରା. (ପଦ୍ଯ) କ୍ରି — ରସଦା ଦରବ ତୁହି ନାଶ ପ୍ରାଣେ ରସ । ଉପେନ୍ଦ୍ର ଭଞ୍ଜ. ପ୍ରେମସୁଧାନିଧି ।