ଦରବାରିଆ Darabāriā

  • ବୈଦେ. ବି. (ଫା. ଦରବାରୀ) — ଯେଉଁ ବ୍ଯକ୍ତି ରାଜଦରବାରକୁ ନିମନ୍ତ୍ରିତ ହୁଏ ଓ ସେଠାରେ ନିର୍ଦ୍ଦିଷ୍ଟ ଆସନ ପାଏ — A person invited to a durbar; one entitled to a seat in a durbar
  • ବୈଦେ. ବି. (ଫା. ଦରବାରୀ) — କଚେରିଆ; ଯେ କଚେରିକୁ ବହୁବାର ଯିବା ଆସିବା କରେ — 2. One who frequents courts
  • ବୈଦେ. ବି. (ଫା. ଦରବାରୀ) — ମାମଲତକାର — A person versed in the ways of courts or litigation
  • ବୈଦେ. ବି. (ଫା. ଦରବାରୀ) — ମାମଲାବାଜ୍ ବ୍ଯକ୍ତି — Litigious person
  • ବୈଦେ. ବି. (ଫା. ଦରବାରୀ) — ଯେଉଁ ବ୍ଯକ୍ତି ନିଜ ଗୃହର ମାଲିମକଦମା ବୁଝାସୁଝା କରେ — The man of business in a family
  • ବୈଦେ. ବି. (ଫା. ଦରବାରୀ) — ରାଜସଭାରେ ସଭାସଦ୍ — A member of a king's court; courtier
  • ବୈଦେ. ବିଣ — ଦରବାର ସମ୍ବନ୍ଧୀୟ — Relating to the durbar
  • ବୈଦେ. ବିଣ — (ଯଥା—ଦରବାରିଆ ଭାଷା)
  • ବୈଦେ. ବିଣ — ଦରବାରରେ ବ୍ଯବହାର ଯୋଗ୍ୟ — Fit for being used in a durbar
  • ବୈଦେ. ବିଣ — (ଯଥା—ଦରବାରିଆ ପୋଷାକ)
  • ବୈଦେ. ବିଣ — କଚେରିମାନଙ୍କୁ ସର୍ବଦା ଯାତାୟତ କରୁଥିବା — Frequenting the courts
  • ବୈଦେ. ବିଣ — ମକଦମାବାଜ୍ — Litigious