ଦରବାର Darabāra
- ବୈଦେ. ବି. (ଫା. ଦର୍ବାର୍; ତୁଳ—ସଂ. ଦାର୍ବଟ=ମନ୍ତ୍ରଣା— ଗୃହ) — ସଭା — Meeting
- ବୈଦେ. ବି. (ଫା. ଦର୍ବାର୍; ତୁଳ—ସଂ. ଦାର୍ବଟ=ମନ୍ତ୍ରଣା— ଗୃହ) — ରାଜସଭା; ଯେଉଁଠାରେ ରାଜା ତାଙ୍କ ପାତ୍ର ମନ୍ତ୍ରୀ ଆଦିଙ୍କ ସଙ୍ଗେ ବସି କଚିରି କରନ୍ତି — A king's court; royal assembly; royal audience
- ବୈଦେ. ବି. (ଫା. ଦର୍ବାର୍; ତୁଳ—ସଂ. ଦାର୍ବଟ=ମନ୍ତ୍ରଣା— ଗୃହ) — ଅଦାଲତ; ବିଚାରାଳୟ; କଚେରି — Cutchery; court of justice; public office
- ବୈଦେ. ବି. (ଫା. ଦର୍ବାର୍; ତୁଳ—ସଂ. ଦାର୍ବଟ=ମନ୍ତ୍ରଣା— ଗୃହ) — ଦରବାରେ ହେଲୁଣି ଦୋଭାଷୀରେ । କବିସୂର୍ଯ୍ୟ ରତ୍ନାକର ଚମ୍ପୁ ।
- ବୈଦେ. ବି. (ଫା. ଦର୍ବାର୍; ତୁଳ—ସଂ. ଦାର୍ବଟ=ମନ୍ତ୍ରଣା— ଗୃହ) — ରାଜା ବା କର୍ମଚାରୀଙ୍କ ଆହୁତ ସଭା — A levee; durbar; a ceremonial function held under the order of a king or his representative
- ବୈଦେ. ବି. (ଫା. ଦର୍ବାର୍; ତୁଳ—ସଂ. ଦାର୍ବଟ=ମନ୍ତ୍ରଣା— ଗୃହ) — [ଦ୍ର—ଏଥିରେ ରାଜ୍ୟର ପ୍ରଧାନ ବ୍ଯକ୍ତିଗଣ ଓ କରଦ ଓ ମିତ୍ର ରାଜାମାନେ ଉପସ୍ଥିତ ହୁଅନ୍ତି । ରାଜା ଦରବାରରେ ବିଶିଷ୍ଟ ଆଦେଶ ଘୋଷଣା କରନ୍ତି ଏବଂ ରାଜ—ସମ୍ମାନପ୍ରାପ୍ତ ବ୍ଯକ୍ତିଙ୍କୁ ଉପାଧି ଓ ଖିଲ୍ଲତ୍ ଦିଅନ୍ତି ।]
- ବୈଦେ. ବି. (ଫା. ଦର୍ବାର୍; ତୁଳ—ସଂ. ଦାର୍ବଟ=ମନ୍ତ୍ରଣା— ଗୃହ) — ଦେଶୀୟ ରାଜାଙ୍କ କଚେରି — The office or court of an Indian Chief
- ବୈଦେ. ବି. (ଫା. ଦର୍ବାର୍; ତୁଳ—ସଂ. ଦାର୍ବଟ=ମନ୍ତ୍ରଣା— ଗୃହ) — ରୁଲିଙ୍ଗ୍ ଚିଫ୍ ସ୍ୱୟଂ; ସ୍ୱୟଂ ରାଜା — A Ruling Chief himself
- ବୈଦେ. ବି. (ଫା. ଦର୍ବାର୍; ତୁଳ—ସଂ. ଦାର୍ବଟ=ମନ୍ତ୍ରଣା— ଗୃହ) — [ଦ୍ର—ରାଜପୁତାନା ଓ ଉତ୍ତର ଭାରତର ରାଜାମାନେ ନିଜକୁ 'ରାଜା' ବୋଲି ନ କହି 'ଦରବାର' ବୋଲି କହୁଥିବାର ରୀତିକୁ ଉତ୍କଳର ରୁଲିଙ୍ଗ୍ ଚିଫ୍ ଅନୁକରଣ କରୁଅଛନ୍ତି । ଯଥା—'ରାଜା ଦିଲ୍ଲୀକୁ ଯାଇଅଛନ୍ତି' ବୋଲି ନ କହି 'ଦରବାର ଦିଲ୍ଲୀକୁ ଯାଇ— ଅଛନ୍ତି' ବୋଲା ଯାଉଅଛି ।]
- ବୈଦେ. ବି. (ଫା. ଦର୍ବାର୍; ତୁଳ—ସଂ. ଦାର୍ବଟ=ମନ୍ତ୍ରଣା— ଗୃହ) — ପଞ୍ଜାବର ଅମୃତସହରରେ ଥିବା ଶୀଖମାନଙ୍କ ମନ୍ଦିର, ଯହିଁରେ ଶୀଖମାନଙ୍କ ଧର୍ମଗ୍ରନ୍ଥ 'ଗ୍ରନ୍ଥ ସାହେବ' ରଖା ଯାଇଅଛି — The Sikh temple in Amritsar in the Punjab