ଦରଦର ତୋଡ଼ Daradara toṟḍ̠a
- ଦେ. ବିଣ. (ସଂ. ଦାରିଦ୍ର୍ୟ+ତ୍ରୁଟ ଧାତୁ) — ବହୁ ଧନ ପ୍ରାପ୍ତିଦ୍ୱାରା ଯାହାର ଦରିଦ୍ରାବସ୍ଥା ଦୂର ହୋଇଅଛି; ଦରିଦ୍ରାବସ୍ଥାରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ — Having one's poverty removed by the receipt of a large amount of money; greatly relieved of want