ଦରଜ୍ କରିବା Daraj karibā

  • ଦେ. କ୍ରି. (କଚିରିଆ) (ଫା. ଦର୍ଜ) — ଟିପି ରଖିବା; ଲେଖି ରଖିବା; ନୋଟ୍ କରିବା — To note down; to take down
  • ଦେ. କ୍ରି. (କଚିରିଆ) (ଫା. ଦର୍ଜ) — ବ୍ଯଥାଯୁକ୍ତ ହେବା (ଅଙ୍ଗ) — (limb) To become painful