ଦରକଞ୍ଚା Darakan̄chā
- ଦେ. ବିଣ — ଦରପାଚିଲା (ଦେଖ) — Darapāchilā (See)
- ଦେ. ବିଣ — ପକ୍ୱଫଳ ମଧ୍ୟରେ ରହିଯାଇ ଥିବା ଅପରିପକ୍ୱ (ଅଂଶ) — (a portion of a ripe fruit which is) Still raw
- ଦେ. ବିଣ — ପାକସିଦ୍ଧ ବସ୍ତୁ ମଧ୍ୟରେ ରହିଯାଇ ଥିବା ଅପରିପକ୍ୱ (ଅଂଶ) — (a portion of a cooked or boiled thing which is) Still hard