ଦର ପଟିବା Dara paṭibā

  • ଦେ. ବି — କୌଣସି ଦ୍ରବ୍ୟର ଭାଉ କ୍ରେତା ଓ ବିକ୍ରେତାଙ୍କଦ୍ୱାରା ସ୍ୱୀକୃତ ବା ମନୋନୀତ ହେବା — Agreement as to the price or rate of an article between the vendor and the purchaser
  • ଦେ. ବି — କୌଣସି ଦ୍ରବ୍ୟର ଭାଉ କ୍ରୟେଚ୍ଛୁଙ୍କ ମନୋମତ ହେବା — Approval of the price of an article by the purchaser