ଦର କଷାକଷି Dara kashākashi

  • ଦେ. ବି — କୌଣସି ଦ୍ରବ୍ୟ କିଣିବା ପାଇଁ କ୍ରେତା ଓ ବିକ୍ରେତା ମଧ୍ୟରେ ମୂଲ୍ୟ ସମ୍ବନ୍ଧେ ଟଣା ଓଟରା କଥା — Higgling
  • ଦେ. ବିଣ — କୌଣସି ଦ୍ରବ୍ୟ କିଣିବା ପାଇଁ ମୂଲ୍ୟ ସମ୍ବନ୍ଧେ ଟଣା ଓଟରା କରୁଥିବା (କ୍ରେତା ଓ ବିକ୍ରେତା) — Higgling and haggling