ଦମ୍ଭୋଳି Dambhoḻi

  • ସଂ. ବି. (ଦମ୍ଭ=ଅହଂକାର+ଲୀ ଧାତୁ= ନାଶ କରିବା+ କର୍ତ୍ତୃ. କ୍ୱିପ୍) — ବଜ୍ର; ଅଶନି — Thunderbolt
  • ସଂ. ବି. (ଦମ୍ଭ=ଅହଂକାର+ଲୀ ଧାତୁ= ନାଶ କରିବା+ କର୍ତ୍ତୃ. କ୍ୱିପ୍) — ଘଡ଼ଘଡ଼ି — Thunder