ଦମ୍ଭହରା Dambhaharā

  • ଦେ. ବିଣ. ସ୍ତ୍ରୀ — ଧୈର୍ଯ୍ଯହାରିଣୀ — One who steals away one's patience or courage
  • ଦେ. ବିଣ. ସ୍ତ୍ରୀ — ମୋ ସଙ୍ଗେ ଥିଲା ଦମ୍ଭହରା ରତିରେ—ଭଞ୍ଜ. ପ୍ରେମସୁଧାନିଧି।