ଦମ୍ଭ ଦେବା Dambha dabā

  • ଦେ. କ୍ରି. — ସାହାସ ଦେବା; ହିମ୍ମତ୍ ଦେବା; ଉତ୍ସାହିତ କରିବା — To encourage; to infuse spirit into another
  • ଦେ. କ୍ରି. — ଅଭୟବାଣୀ ଦେବା — To give assurance of safety, help or patronage