ଦମ୍ବାଜୀ Dam-bājī

  • ବୈଦେ. ବି. (ଫା) — ବମ୍ବାଜୀ; ତୋପବାଜୀ; ଉଚ୍ଚ ଶବ୍ଦକରି ଫୁଟିବା ବାଣ — A firework which produces a booming sound; bomb
  • ବୈଦେ. ବି. (ଫା) — [ଦ୍ର—ଦମ୍ବାଜୀ ଅପେକ୍ଷା ବମ୍ ବାଜୀର ଓ ବମ୍ବାଜୀ ଅପେକ୍ଷା ତୋପ୍ବାଜୀର ଶବ୍ଦ ବେଶି।]
  • ବୈଦେ. ବି. (ଫା) — ବଞ୍ଚନା; ଭଣ୍ଡାଇବା; ଭଣ୍ଡିବା — Deception