ଦମ୍ ରଖିବା Dam rakhibā

  • ଦେ. କ୍ରି — କୌଣସି ଦୁରୂହ କାର୍ଯ୍ୟ କରିବାକୁ ଅଧିକକ୍ଷଣ ଶ୍ୱାସରୋଧ କରି ରଖିବା — To restrain or control one's breath while doing some hard work
  • ଦେ. କ୍ରି — [ଦ୍ର—ଦମ୍ ନ ରଖି କୌଣସି ଦୁରୂହ କାର୍ଯ୍ୟ କଲେ ଅଳ୍ପ ସମୟରେ ଦମ୍ ଛୁଟିଯାଏ ଓ ମନୁଷ୍ୟ କ୍ଳାନ୍ତ ହୋଇ ପଡ଼େ। ଦମ୍ ରଖି କାର୍ଯ୍ୟରେ ଲାଗିଲେ ଦେହରେ ବେଶି ବଳ ସଞ୍ଚିତ ହୁଏ; ଏହା ଅନୁଭବସିଦ୍ଧ।]
  • ଦେ. କ୍ରି — ଏକା ହପ୍ପାରେ ଗୀତ ବୋଲିବା ବେଳେ ଆପଣା ନିଶ୍ୱାସକୁ ନିୟନ୍ତ୍ରିତ କରିବା — To control one's breath while singing a song at one stretch