ଦମ୍ ବାଜ୍ Dam-bāj

  • ବୈଦେ. ବିଣ (ଫା) — ଭଣ୍ଡ; ଯେ ଭଣ୍ଡାଏ — Wheedling
  • ବୈଦେ. ବିଣ (ଫା) — ପ୍ରତାରକ; ବଞ୍ଚକ; ଠକ — Deceiving