ଦମ୍ ନେବା Dam nebā

  • ଦେ. କ୍ରି. — ନିଶ୍ୱାସ ନେବା — To take breath
  • ଦେ. କ୍ରି. — ବିଶ୍ରାମ କରିବା — To take rest
  • ଦେ. କ୍ରି. — ଦମ୍ ଟାଣିବା (ଦେଖ) — Dam ṭāṇibā (See)