ଦମ୍ ଦମ୍ Dam dam
- ଦେ. (ଧ୍ୱନ୍ୟନୁକରଣ) ଅ—(ସଂ. ଦ୍ରମ୍. ଧାତୁ=ଗତି କରିବା) — ଛାତି ଧଡ଼ ଧଡ଼; ଛାତି ଦକଦକ; ବୁକୁ ଧମ୍— ଧମ୍ — Violent palpitation of the heart
- ଦେ. (ଧ୍ୱନ୍ୟନୁକରଣ) ଅ—(ସଂ. ଦ୍ରମ୍. ଧାତୁ=ଗତି କରିବା) — [ଦ୍ର—ଦକଦକ ଅପେକ୍ଷା ଧଡ଼ଧଡ଼ ଅଧିକ ଜୋର୍ରେ ସ୍ପନ୍ଦନ ଓ ଧଡ଼ଧଡ଼ ଅପେକ୍ଷା ଦମ୍ଦମ ଅଧିକତର ଜୋରରେ ସ୍ପନ୍ଦନ ଅଟେ।]
- ଦେ. (ଧ୍ୱନ୍ୟନୁକରଣ) ଅ—(ସଂ. ଦ୍ରମ୍. ଧାତୁ=ଗତି କରିବା) — ଢୋଲ ବାଜା ବା ବନ୍ଧୁକର ଶବ୍ଦ; ଦୁମ୍ ଦୁମ୍ — Sound of drums or of gun-firing
- ଦେ. (ଧ୍ୱନ୍ୟନୁକରଣ) ଅ—(ସଂ. ଦ୍ରମ୍. ଧାତୁ=ଗତି କରିବା) — ଢିଙ୍କି ପଡ଼େ ଦମ୍ ଦମ୍ ସାହାବ ଚାକରୀ ବଡ଼ କଠିଣ, ଝାଳ ବୁହେ ଗମ୍ ଗମ୍ । ଢଗ।
- ଦେ. (ଧ୍ୱନ୍ୟନୁକରଣ) ଅ—(ସଂ. ଦ୍ରମ୍. ଧାତୁ=ଗତି କରିବା) — ଦମ୍ଭ ବା ଗର୍ବପ୍ରକାଶକ ଗମନ ବା ଚାଲି; ଦୁମ୍ ଦୁମ୍ ଚାଲିବା — Strutting with thumping steps
- ବି. — (ନାମ) କଲିକତା ନିକଟସ୍ଥ ଗୋଟିଏ କ୍ଷୁଦ୍ର ଗ୍ରାମ — Name of a small village near Calcutta; Dumdum
- ବି. — [ଦ୍ର—ଏହି ସ୍ଥାନରେ ଗଭର୍ଣ୍ଣରମେଣ୍ଟଙ୍କର ବାରୁଦ ଓ ଗୋଳା ପରୀକ୍ଷାର କାରଖାନା ଅଛି ଓ ସୈନ୍ୟମାନେ ଲକ୍ଷ୍ୟଭେଦ ଶିଖନ୍ତି।]
- ବିଣ — ଭୟକମ୍ପିତ; ତ୍ରସ୍ତ (ଛାତି) — Trembling; palpitating through fear (Said of the heart.)