ଦମ୍ ଦମା ଗୁଳି Dam-damā guḻi

  • ଦେ. ବି (ଇଂ. ଦମ୍ ଦମ୍ ବୁଲ୍ଲେଟ୍) — ବନ୍ଧୁକର ଏକପ୍ରକାର ଗୁଳି — Dumdum bullet
  • ଦେ. ବି (ଇଂ. ଦମ୍ ଦମ୍ ବୁଲ୍ଲେଟ୍) — [ଦ୍ର—ଏହା କୌଣସି କୋମଳ ବସ୍ତୁ ମଧ୍ୟରେ ପଶିଗଲେ ତହିଁର ଅଭ୍ୟନ୍ତରରେ ଛତରେଇ ହୋଇ ବିସ୍ତାରିତ ହୁଏ।]