ଦମ ମାରିବା

  • ଦେ. କ୍ରି — ଅତ୍ୟଧିକ ପରିଶ୍ରମ କରି ଆଉ କାର୍ଯ୍ୟ କରିବାକୁ ଅକ୍ଷମ ହେଲେ କିଛି ସମୟ ବିଶ୍ରାମ କରି ପୁଣି ବଳ ସଞ୍ଚୟ କରିବା।