ଦବକ Dabaka

  • ଦେ. ବି (ସଂ. ଦମନ) — ଆତଙ୍କ; ଭୀତି — Fear; fright; dread
  • ଦେ. ବି (ସଂ. ଦମନ) — ଛାନିଆ; ଚମକ — Alarm
  • ଦେ. ବି (ସଂ. ଦମନ) — (ଯଥା—ମୋ ଛାତିରେ ଗୋଟିଏ ଦବକ ରହିଗଲା।)
  • ଦେ. ବି (ସଂ. ଦମନ) — ଶଙ୍କା — Apprehension