ଦଫାୱାରି Daphāwāri

  • ବୈଦେ. ଅ (ଆ) (କଚିରିଆ ଭାଷା) — ଅନେକ ଥର — By many instalments
  • ବୈଦେ. ଅ (ଆ) (କଚିରିଆ ଭାଷା) — ଥର ଥର କରି — Time after time
  • ବୈଦେ. ଅ (ଆ) (କଚିରିଆ ଭାଷା) — ଭିନ୍ନ ଭିନ୍ନ ଦଫା ବା ପରିଚ୍ଛେଦରେ — In successive paragraphs