ଦଫା ଦାର୍ Daphādāa
- ବୈଦେ. ବି. (ଆ) — ଅଶ୍ୱାରୋହୀମାନଙ୍କର ଜମାଦାର୍ — Daffadar; the Head of a company of cavalry
- ବୈଦେ. ବି. (ଆ) — ମୂଲିଆମାନଙ୍କ ସରଦାର୍; ମେଣ୍ଟ — The mate or a head of coolies
- ବୈଦେ. ବି. (ଆ) — ଗ୍ରାମ୍ୟ ଚୌକିଦାରଙ୍କ ସର୍ଦାର୍ — The Head of the village-chaukidars of a union
- ବୈଦେ. ବି. (ଆ) — [ଦ୍ର—ପ୍ରତ୍ୟେକ ଗ୍ରାମରେ ଜଣେ ଲେଖାଏଁ ଚୌକିଦାର ଥାଆନ୍ତି ଓ କେତେଗୁଡିଏ ଗ୍ରାମ ଦ୍ୱାରା ଗୋଟିଏ ଇଉନିୟନ୍ ଗଠିତ ହୁଏ। ଏକ ଇଉନିୟନ୍ର ଚୌକିଦାରମାନଙ୍କ ଉପରେ ଜଣେ ଦଫାଦାର୍ ନିଯୁକ୍ତ ହୁଏ।]
- ବୈଦେ. ବି. (ଆ) — ରେଳବାଇର ଏକ ଦଫା କୁଲିଙ୍କ ସରଦାର — Head of a gang of a Railway coolies