ଦଫା ଶେଷ Daphā ṡesha
- ଦେ. ବି. (କଚିରିଆ) — ସର୍ବନାଶ — Ruin; anihilation
- ଦେ. ବି. (କଚିରିଆ) — ସମ୍ପୂର୍ଣ୍ଣ ବିନାଷ; ଲୋପ — Extinction; destruction
- ଦେ. ବି. (କଚିରିଆ) — କୌଣସି ବିଷୟର ଅବଶେଷ ନ ରହିବା; ସମାପ୍ତି — End of a thing
- ଦେ. ବି. (କଚିରିଆ) — କର୍ମ କରିବା ଶକ୍ତିର ଲୋପ — Utter exhaustion