ଦପ୍ତର୍ Daptar
- ବୈଦେ. ବି (ଆ. ଦଫ୍ତର୍) — ଖାତା କିମ୍ବା ହିସାବ ବହି — Account book
- ବୈଦେ. ବି (ଆ. ଦଫ୍ତର୍) — ପ୍ରତିଦିନର ବିବରଣ ଲେଖାଯିବା ବହି — 1. Diary; journal
- ବୈଦେ. ବି (ଆ. ଦଫ୍ତର୍) — ନଥି; ସିରସ୍ତା; ଅଫିସ୍ର କାଗଜପତ୍ର — Office papers; portfolio; records
- ବୈଦେ. ବି (ଆ. ଦଫ୍ତର୍) — ଅଫିସ୍; କାର୍ଯ୍ୟାଳୟ — Office