ଦପ୍ତର୍ଖାନା Daptar-khānā

  • ବୈଦେ. ବି. (ଆ) — କାଗଜ ପତ୍ର ରଖିବାର ଘର — Office
  • ବୈଦେ. ବି. (ଆ) — ମହାଫିସ୍ ଖାନା — Record room
  • ବୈଦେ. ବି. (ଆ) — ଲାଇବ୍ରେରୀ — Library; book-room
  • ବୈଦେ. ବି. (ଆ) — ଯେଉଁଠାରେ ବହି ବନ୍ଧାଯାଏ — A room where books are bound