ଦନ୍ଦଶୂକ Dandaṡūka
- ସଂ. ବିଣ. (ଦନ୍ଶ୍ ଧାତୁ=କାମୁଡିବା, ଅତିଶୟାର୍ଥେ ଯଙ ଲୁକ୍ ଅର୍ଥାତ ଦ୍ୱିତ୍ୱ=ଦନ୍ଦଶ୍ ଧାତୁ+ଶୀଳାର୍ଥେ କର୍ତ୍ତୃ. ଊକ) — ସର୍ବଦା ଦଂଶନ କରିବାକୁ ଉଦ୍ୟତ — Ready to bite repeatedly or furiously
- ସଂ. ବିଣ. (ଦନ୍ଶ୍ ଧାତୁ=କାମୁଡିବା, ଅତିଶୟାର୍ଥେ ଯଙ ଲୁକ୍ ଅର୍ଥାତ ଦ୍ୱିତ୍ୱ=ଦନ୍ଦଶ୍ ଧାତୁ+ଶୀଳାର୍ଥେ କର୍ତ୍ତୃ. ଊକ) — ହିଂସ୍ର; କ୍ରୁର — Cruel; malignant
- ବି — ସର୍ପ — Serpent
- ବି — ରାକ୍ଷସ — Demon