ଦନ୍ତ୍ୟ ବର୍ଣ୍ଣ Dantya barṇṇa

  • ସଂ ବି. — ଦନ୍ତ ସାହାଯ୍ଯରେ ଉଚ୍ଚାରିତ ବର୍ଣ୍ଣ — The dental letters
  • ସଂ ବି. — [ଦ୍ର—ତ, ଥ, ଦ, ଧ, ନ, ଲ, ଓ ସ ଏମାନଙ୍କୁ ଦନ୍ତବର୍ଣ୍ଣ କୁହା ଯାଏ।]