ଦନ୍ତାଳିକା Dantāḻikā

  • ସଂ. ବି. ସ୍ତ୍ରୀ (ଦନ୍ତାଳୀ+ସ୍ୱାର୍ଥେ. କ+ଆ) — ଲଗାମ — A bridle; reins
  • ସଂ. ବି. ସ୍ତ୍ରୀ (ଦନ୍ତାଳୀ+ସ୍ୱାର୍ଥେ. କ+ଆ) — ଘୋଡ଼ାର କଜେଇ — A horse's bit