ଦନ୍ତାଜ Dantāja

  • ସଂ. ବି — ଦାନ୍ତକୁ ପିଡ଼ା ଦେବା ପୋକ (ହ. ଶବ୍ଦସାଗର) — Maggots attacking the teeth
  • ସଂ. ବି — ଦାନ୍ତ ପୋକ କାଟିବା ରୋଗ (ହି. ଶବ୍ଦସାଗର) — A disease of teeth due to maggots