ଦନ୍ତାଘାତ Dantāghāta
- ସଂ. ବି. (ତୃତୀୟ ତତ୍; ଦନ୍ତ+ଆଘାତ) — ଦନ୍ତ ଦ୍ୱାରା ଆଘାତ — A blow with the tusk
- ସଂ. ବି. (ତୃତୀୟ ତତ୍; ଦନ୍ତ+ଆଘାତ) — କାମୁଡିବା — Biting
- ସଂ. ବି. (ତୃତୀୟ ତତ୍; ଦନ୍ତ+ଆଘାତ) — କାମୁଡା ଚିହ୍ନ — Biting mark
- ସଂ. ବି. (ତୃତୀୟ ତତ୍; ଦନ୍ତ+ଆଘାତ) — (ଏହା ଖାଇଲେ ଦାନ୍ତ ଟକ ମାରିଯାଏ; ଜମ୍ବୀର ଲେମ୍ବୁର ଅନ୍ୟନାମ ଦନ୍ତଶଠ) ଲେମ୍ବୁ — Lemon