ଦନ୍ତସ୍ଫୁଟ Dantasphuṭa

  • ଦେ ବି. — କୌଣସି ପଦ ବା ବାକ୍ୟର ଉଚ୍ଚାରଣର ସହଜତା — Ease or facility in pronouncing a word or sentence
  • ଦେ ବି. — (ଯଥା—ଏ ଶ୍ଳୋକରେ ମୋର ଦନ୍ତସ୍ଫୁଟ ହେଉନାହିଁ।)
  • ଦେ ବି. — (ଲକ୍ଷଣାର୍ଥ) ବୁଝିବାକୁ ସୁବୋଧ୍ୟତା — (figurative) Legibility; the condition of a matter being easily understood; intelligibility