ଦନ୍ତବକ୍ର Dantabakra

  • ସଂ. ବି. (ନାମ) — ଶିଶୁପାଳଙ୍କ ଭାଇ — A cousin of Ṡiṡupāḻa
  • ସଂ. ବି. (ନାମ) — [ଦ୍ର—ଏ କରୁଷ ଦେଶର ରାଜା ବୃଦ୍ଧଶର୍ମାଙ୍କ ପୁତ୍ର ଥିଲେ ଓ ଶିଶୁପାଳଙ୍କ ଭାଇ ଲେଖା ଥିଲେ। ଶ୍ରୀକୃଷ୍ଣ ଏହାକୁ ବଧ କରି ଥିଲେ।]